Senapata Lagi Ritual: ଶ୍ରୀମନ୍ଦିରରେ ସେନାପଟା ନୀତି; ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ

ଶ୍ରୀମନ୍ଦିରରେ ମହାପ୍ର‍ଭୁଙ୍କ ସେନାପଟା ନୀତି ଯୋଗୁଁ ଆଜି ଦିନ ୨ଟା ଯାଏଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ଦଇତାପତି ସେବକମାନେ ସିଂହାସନରେ ସେନାପଟା ପରିଧାନ କରାଇଥାନ୍ତି ।

Senapata Lagi Ritual: ଶ୍ରୀମନ୍ଦିରରେ ସେନାପଟା ନୀତି; ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ
Array