Severe Cold In State: ଥରୁଛି ମୟୁରଭଞ୍ଜ!! ବରଫରେ ପରିଣତ ହେଲା କାକର ବିନ୍ଦୁ

ମୟୁରଭଞ୍ଜ ଶିମିଳିପାଳରେ ତିନି ଡିଗ୍ରୀ କୁ ଖସିଲା ତାପମାତ୍ରା । ଚଳିତ ବର୍ଷ ଶିମିଳିପାଳ ଥଣ୍ଡା ହେବାର ସମସ୍ତ ରେକର୍ଡ ଭାଙ୍ଗିଛି ।

Severe Cold In State: ଥରୁଛି ମୟୁରଭଞ୍ଜ!! ବରଫରେ ପରିଣତ ହେଲା କାକର ବିନ୍ଦୁ
Array