Shooters Arrested: ମୋବାଇଲ ଲୋକେସନରୁ ହେଲେ ଟ୍ରାକ୍‌, ପଚରାଉଚରା କରୁଛି ପୋଲିସ

ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ୮ ଜଣଙ୍କୁ ଗିରଫ କରାଯାଇଛି। ପୋଲିସର ସୂଚନା ଅନୁସାରେ କୋଲକାତାର ଏକ ଗେଷ୍ଟ ହାଉସରେ ଗିରଫ ହୋଇଥିବା ପାଞ୍ଚ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ଗୋଡ଼ରେ ଆଘାତ ଲାଗିଥିଲା।

Shooters Arrested: ମୋବାଇଲ ଲୋକେସନରୁ ହେଲେ ଟ୍ରାକ୍‌, ପଚରାଉଚରା କରୁଛି ପୋଲିସ
Array