Shree Mandir: ଶ୍ରୀମନ୍ଦିରରେ ରକ୍ତ ଛିଟା, ଶ୍ରୀଜିଉଙ୍କର ହେବ ମହାସ୍ନାନ
ପୁରୀ,୧୬ା୨: ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତ ଛିଟା ଦେଖିବାକୁ ମିଳିଥିଲା। ରକ୍ତ ଛିଟା ପଡ଼ିଥିବାର ଦେଖି ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ନୀତି ହେବ। ଏବେ ମହାସ୍ନାନ ନୀତି ପାଇଁ ସାଧାରଣ ଦର୍ଶନ ବନ୍ଦ ରହିଛି। ଅବକାଶ ନୀତି ପରେ ଭିତର କାଠ ଦର୍ଶନ ଚାଲିଥିଲା। ଏହି ସମୟରେ ସେବାୟତ ରକ୍ତ ଛିଟା ପଡ଼ିଥିବା ଦେଖିଥିଲେ। ତେବେ ଏହି ରକ୍ତଛିଟା କେଉଁଠୁ ଆସିଥିଲା ତାହା ଜଣାପଡ଼ିନାହିଁ। The post Shree Mandir: ଶ୍ରୀମନ୍ଦିରରେ ରକ୍ତ ଛିଟା, ଶ୍ରୀଜିଉଙ୍କର ହେବ ମହାସ୍ନାନ appeared first on Dharitri Odia News.
ପୁରୀ,୧୬ା୨: ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତ ଛିଟା ଦେଖିବାକୁ ମିଳିଥିଲା। ରକ୍ତ ଛିଟା ପଡ଼ିଥିବାର ଦେଖି ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ନୀତି ହେବ। ଏବେ ମହାସ୍ନାନ ନୀତି ପାଇଁ ସାଧାରଣ ଦର୍ଶନ ବନ୍ଦ ରହିଛି। ଅବକାଶ ନୀତି ପରେ ଭିତର କାଠ ଦର୍ଶନ ଚାଲିଥିଲା। ଏହି ସମୟରେ ସେବାୟତ ରକ୍ତ ଛିଟା ପଡ଼ିଥିବା ଦେଖିଥିଲେ। ତେବେ ଏହି ରକ୍ତଛିଟା କେଉଁଠୁ ଆସିଥିଲା ତାହା ଜଣାପଡ଼ିନାହିଁ।
The post Shree Mandir: ଶ୍ରୀମନ୍ଦିରରେ ରକ୍ତ ଛିଟା, ଶ୍ରୀଜିଉଙ୍କର ହେବ ମହାସ୍ନାନ appeared first on Dharitri Odia News.