Shubman Gill: ଆଗକୁ ନବଢ଼ିଲେ ମୁଁ ନିରାଶ ହେବି...ଆହୁରି ଅନେକ କଥା କହିଲେ ଶାସ୍ତ୍ରୀ
ନିଜ ଅନୁଭବରୁ ଯଦି ଶିଖିବେ ଓ ପରିସ୍ଥିତି ଅନୁଯାୟୀ ନିଜକୁ ପ୍ରସ୍ତୁତ କରିବେ ତେବେ ଗିଲ୍ ଏଭଳି ଜଣେ ଖେଳାଳି ହେବେ ଯାହାର ଆମେ ସନ୍ଧାନରେ ଅଛୁ । ଶାସ୍ତ୍ରୀ ଚୟନକର୍ତ୍ତା ଓ ବିସିସିଆଇକୁ ଏହି ଯୁବ ଖେଳାଳିଙ୍କ ସହ ଧୈର୍ଯ୍ୟ ରଖିବାକୁ ପରାମର୍ଶ ଦେଇଛନ୍ତି ।