Sonia Gandhi And Rahul Gandhi: ବଢ଼ିଲା ସୋନିଆ ଓ ରାହୁଲଙ୍କ ଅଡ଼ୁଆ

ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଚାର୍ଜସିଟ୍ ଦାଖଲ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀଙ୍କ ନାଁରେ ଇଡିର ଚାର୍ଜସିଟ୍ । ଓଭରସିଜ୍ କଂଗ୍ରେସର ଅଧ୍ୟକ୍ଷ ସାମ୍ ପିଟ୍ରୋଡାଙ୍କ ବିରୋଧରେ ମଧ୍ୟ ଚାର୍ଜସିଟ୍ ।

Sonia Gandhi And Rahul Gandhi: ବଢ଼ିଲା ସୋନିଆ ଓ ରାହୁଲଙ୍କ ଅଡ଼ୁଆ
Array