Special Story: Birth of a Daughter Earns ₹50,000: TDP MP’s Unique Offer to Encourage Girl Child
#ଝିଅ_ହେଲେ_୫୦_ହଜାର ଏଣିକି ଝିଅ ଜନ୍ମ କଲେ ମିଳିବ ୫୦ ହଜାର। ଆଉ ପୁଅ ହେଲେ ଦିଆଯିବ ଗାଈ ବାଛୁରୀ। ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ବଡ଼ ଉପହାର। ମାଲାମାଲ ହେବେ ବାପା-ମା’। ଏଭଳି କିଛି ବଡ଼ ଅଫର ଦେଇଛନ୍ତି ଖୋଦ ଟିଡିପି ସାଂସଦ। #TDPMP #Kali
#ଝିଅ_ହେଲେ_୫୦_ହଜାର
ଏଣିକି ଝିଅ ଜନ୍ମ କଲେ ମିଳିବ ୫୦ ହଜାର। ଆଉ ପୁଅ ହେଲେ ଦିଆଯିବ ଗାଈ ବାଛୁରୀ। ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ବଡ଼ ଉପହାର। ମାଲାମାଲ ହେବେ ବାପା-ମା’। ଏଭଳି କିଛି ବଡ଼ ଅଫର ଦେଇଛନ୍ତି ଖୋଦ ଟିଡିପି ସାଂସଦ।
#TDPMP #Kali