ଦୁଇ ସରକାରୀ ଅଧିକାରୀଙ୍କୁ ଜେଲ ଦଣ୍ଡ
ସମୟ ବ୍ୟୁରୋ:ପୃଥକ ପୃଥକ ଲାଞ୍ଚ ମାମଲାରେ ୨ ସରକାରୀ ଅଧିକାରୀଙ୍କୁ ଜେଲ ଦଣ୍ଡ ହୋଇଛି। ପୂର୍ବତନ ଅତିରିକ୍ତ ତହସିଲଦାର ଓ ପୂର୍ବତନ ପୋଲିସ ASI ଦୋଷୀ ସାବ୍ୟସ୍ତ ହୋଇଛନ୍ତି।ଢେଙ୍କାନାଳ ସଦରର ପୂର୍ବତନ ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ।ଲକ୍ଷ୍ମଣ ଦଳେଇଙ୍କୁ ୩ ବର୍ଷ ଜେଲ ଦଣ୍ଡ ସହ ୫୦ ହଜାର ଜରିମାନା ହୋଇଛି।୨୦୨୧ରେ ୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଥିଲେ। ଖଣିଜ ପଥର ବୋଝେଇ ଟ୍ରକକୁ ଅନୁମତି ଦେବାକୁ ଲାଞ୍ଚ ନେଇଥିଲେ। ସେହିପରି ଅନୁଗୁଳ ଠାକୁରଗଡ଼ […]

ସମୟ ବ୍ୟୁରୋ:ପୃଥକ ପୃଥକ ଲାଞ୍ଚ ମାମଲାରେ ୨ ସରକାରୀ ଅଧିକାରୀଙ୍କୁ ଜେଲ ଦଣ୍ଡ ହୋଇଛି। ପୂର୍ବତନ ଅତିରିକ୍ତ ତହସିଲଦାର ଓ ପୂର୍ବତନ ପୋଲିସ ASI ଦୋଷୀ ସାବ୍ୟସ୍ତ ହୋଇଛନ୍ତି।ଢେଙ୍କାନାଳ ସଦରର ପୂର୍ବତନ ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ।ଲକ୍ଷ୍ମଣ ଦଳେଇଙ୍କୁ ୩ ବର୍ଷ ଜେଲ ଦଣ୍ଡ ସହ ୫୦ ହଜାର ଜରିମାନା ହୋଇଛି।୨୦୨୧ରେ ୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଥିଲେ। ଖଣିଜ ପଥର ବୋଝେଇ ଟ୍ରକକୁ ଅନୁମତି ଦେବାକୁ ଲାଞ୍ଚ ନେଇଥିଲେ।
ସେହିପରି ଅନୁଗୁଳ ଠାକୁରଗଡ଼ ଥାନାର ପୂର୍ବତନ। ASI ରବୀନ୍ଦ୍ର ତ୍ରିପାଠୀଙ୍କୁ ୨ ବର୍ଷ ଜେଲ ଦଣ୍ଡ ହୋଇଛି । ଜବତ ବାଇକକୁ ଛାଡ଼ିବା ପାଇଁ ୧୦ ହଜାର ଲାଞ୍ଚ ନେଇ ଧରାପଡ଼ିଥିଲେ।