Special Story: BJP Accuses BJD of Mining Corruption
#ଚୋର_କହୁଛି_ଚୋରି_କରିଛୁ ଗୋଦରୀ ଲୋ ତୋ ଗୋଡକୁ ଟିକେ ଅନା । ବିଜେଡି ମୁହଁରେ ଖଣି ଚୋରୀ କଥା । ୨୪ ବର୍ଷର ଶାସନ ଭିତରେ ସବୁ ଖଣି ଲୁଟିଲେ । କହୁଛନ୍ତି ଖଣିଜ ଲୁଟର ସର୍ଦ୍ଦାର ହେଉଛନ୍ତି ୯ ମାସର ବିଜେପି ସରକାର । ଅର୍ଗାନାଇଜ ମେଥଡରେ ଖଣି ଲୁଟ
#ଚୋର_କହୁଛି_ଚୋରି_କରିଛୁ
ଗୋଦରୀ ଲୋ ତୋ ଗୋଡକୁ ଟିକେ ଅନା । ବିଜେଡି ମୁହଁରେ ଖଣି ଚୋରୀ କଥା । ୨୪ ବର୍ଷର ଶାସନ ଭିତରେ ସବୁ ଖଣି ଲୁଟିଲେ । କହୁଛନ୍ତି ଖଣିଜ ଲୁଟର ସର୍ଦ୍ଦାର ହେଉଛନ୍ତି ୯ ମାସର ବିଜେପି ସରକାର । ଅର୍ଗାନାଇଜ ମେଥଡରେ ଖଣି ଲୁଟ