Special Story: India Warns Pakistan Over Repeated Ceasefire Violations Along LoC
Special Story: ଏଲଓସିରେ ଗୁଳିମାଡ଼...କଠୋର ହେଲା ଭାରତ କଠୋର ହେଲା ଭାରତ । ବନ୍ଦ କର ଗୁଳିମାଡ଼ । ନହେଲେ ଭୋଗିବ ଚରମ ପରିଣତି । ଏଲଓସିରେ ପାକିସ୍ତାନ ପକ୍ଷରୁ ବାରମ୍ୱାର ଅସ୍ତ୍ରବିରତି ଉଲ୍ଲଂଘନ ପରେ ଏଭଳି କଡ଼ା ଭାଷାରେ ଧମକାଇଛି ଭାରତ ।
Special Story: ଏଲଓସିରେ ଗୁଳିମାଡ଼...କଠୋର ହେଲା ଭାରତ
କଠୋର ହେଲା ଭାରତ । ବନ୍ଦ କର ଗୁଳିମାଡ଼ । ନହେଲେ ଭୋଗିବ ଚରମ ପରିଣତି । ଏଲଓସିରେ ପାକିସ୍ତାନ ପକ୍ଷରୁ ବାରମ୍ୱାର ଅସ୍ତ୍ରବିରତି ଉଲ୍ଲଂଘନ ପରେ ଏଭଳି କଡ଼ା ଭାଷାରେ ଧମକାଇଛି ଭାରତ ।