Special Story: India's Operation Sindoor Eliminates Over 100 Terrorists in Precision Strikes
#ମାଟିଗଦା_ଏବେ_ପାକିସ୍ତାନ #ସେନା_ଦେଲା_ପ୍ରମାଣ ଭାରତ ନେଇଛି ଗୋଟି ଗୋଟି ପ୍ରତିଶୋଧ । ଗଣି ଗଣି କରିଛି ଆତଙ୍କୀଙ୍କ ଆଡ୍ଡା ଧ୍ବଂସ । ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ କରିଛି । ପାକିସ୍ତାନ ସେନାକୁ ବି ସବକ୍ ଶିଖାଇଛି । ‘ଅପରେସନ୍ ସିନ୍ଦୂର’
#ମାଟିଗଦା_ଏବେ_ପାକିସ୍ତାନ #ସେନା_ଦେଲା_ପ୍ରମାଣ
ଭାରତ ନେଇଛି ଗୋଟି ଗୋଟି ପ୍ରତିଶୋଧ । ଗଣି ଗଣି କରିଛି ଆତଙ୍କୀଙ୍କ ଆଡ୍ଡା ଧ୍ବଂସ । ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ କରିଛି । ପାକିସ୍ତାନ ସେନାକୁ ବି ସବକ୍ ଶିଖାଇଛି । ‘ଅପରେସନ୍ ସିନ୍ଦୂର’