Special Story: Tears Across the Daringbadi Village as Son Bibhas Nayak Returns in a Coffin!

#କାନ୍ଦୁଛି_ସାରା_ଗାଁ ଆତ୍ମୀୟଙ୍କ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପରିବେଶ। ପୁଅର କଫିନକୁ ଧରି ମୁଣ୍ଡ ପିଟି ପିଟି କାନ୍ଦୁଛନ୍ତି ପରିବାର ଲୋକ। ଏଦୃଶ୍ୟ ହେଉଛି କର୍ଣ୍ଣାଟକରେ ହତ୍ୟା କରାଯାଇଥିବା ଓଡ଼ିଆ ଯୁବକ ବିଭାଷଙ୍କ ମୃତଶରୀର ପୈତୃକ ଗାଁକୁ