Special Story: ଏକତରଫା ଭଲପାଇ ପ୍ରେମିକା ବେକ କଟିଥିଲା, ପୋଲିସ ଧରିବାରୁ ବିଷ ପିଇଦେଲା
#ପୋଲିସ_ଧରିଲା #ବିଷ_ପିଇଦେଲା ଜଙ୍ଗଲରେ ବୁଲୁଥିଲା ନରହନ୍ତା ପ୍ରେମିକ । ଜଙ୍ଗଲରେ ରହୁଥିଲା । ଜଙ୍ଗଲରେ ଶୋଉଥିଲା । ପିଶାଚ ପ୍ରେମିକକୁ ଧରିବାକୁ ପୋଲିସ ବିଛାଇଲା ମାୟା ଜାଲ । ଫାଶରେ ପଡ଼ିବା ପରେ ହ୍ୟାଣ୍ଡ କପ୍ ପକାଇ ଦେବା ପୂର୍ବରୁ ପିଇଦେଲ
#ପୋଲିସ_ଧରିଲା #ବିଷ_ପିଇଦେଲା
ଜଙ୍ଗଲରେ ବୁଲୁଥିଲା ନରହନ୍ତା ପ୍ରେମିକ । ଜଙ୍ଗଲରେ ରହୁଥିଲା । ଜଙ୍ଗଲରେ ଶୋଉଥିଲା । ପିଶାଚ ପ୍ରେମିକକୁ ଧରିବାକୁ ପୋଲିସ ବିଛାଇଲା ମାୟା ଜାଲ । ଫାଶରେ ପଡ଼ିବା ପରେ ହ୍ୟାଣ୍ଡ କପ୍ ପକାଇ ଦେବା ପୂର୍ବରୁ ପିଇଦେଲ