SpecialStory: ପାଦରେ ଅଳତା ଅଛି, ମଥାରୁ ଲିଭିଗଲା ସିନ୍ଦୂର

ଏଇତ ଆରମ୍ଭ ହୋଇଥିଲା ସାଂସାରିକ ଜୀବନ। କେତେ କ’ଣ ସ୍ୱପ୍ନ ଦେଖିଥିଲେ। ସାତ ଜନମରେ ସାଥୀ ହୋଇ ରହିବାକୁ କଥା ଦେଇଥିଲେ। ହେଲେ ନୂଆ ସଂସାର ଆରମ୍ଭ କରିବା ପୂର୍ବରୁ ସତେ ଯେମିତି ଲାଗିଗଲା କାହାର ନଜର। ସବୁକିଛି ଧୂଳିସାତ ହୋଇଗଲା। ଏବେ ସ୍ୱପ୍ନର ମଣିଷକୁ ଝୁରିହୋଇ ମୁଣ୍ଡପିଟି କାନ୍ଦୁଛି ନବ ବିବାହିତା ପତ୍ନୀ।

SpecialStory: ପାଦରେ ଅଳତା ଅଛି, ମଥାରୁ ଲିଭିଗଲା ସିନ୍ଦୂର
Array