Trump's Role in India-Pakistan Tension: ଭାରତ-ପାକ୍ ଉତ୍ତେଜନା: ଟ୍ରମ୍ପ କହିଲେ ମୁଁ ମଧ୍ୟସ୍ଥି, ଖଣ୍ଡନ କଲା ଭାରତ
ଭାରତ-ପାକ୍ ମଧ୍ୟରେ ସୃଷ୍ଟି ଉତ୍ତେଜନାର ସମାଧାନ କରିଥିବା ଦାବି ପୁଣି ଥରେ ଦୋହରାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବାଣିଜ୍ୟ ମାଧ୍ୟମରେ ସେ ବିବାଦର ସମାଧାନ କରିଥିବା ଦାବି କରିଛନ୍ତି ।