Splashed Down And Touched Down: କେତେ ଭିନ୍ନ ଜଳାବତରଣ ଓ ଭୂମି ଅବତରଣ; ମହାକାଶରୁ କିପରି ପୃଥିବୀକୁ ଫେରିଥିଲେ ରାକେଶ ଶର୍ମା
ଜଳାବତରଣକୁ ସ୍ପ୍ଲାଶ୍ ଡାଉନ ଓ ଭୂମି ଅବତରଣକୁ ବୋନ୍ ରାଟଲିଂ ବୋଲି କୁହାଯାଏ । ଆମେରିକା ମହାକାଶ ମିଶନରେ ସମୁଦ୍ରରେ ଅବତରଣ କରିବାକୁ ପ୍ରାଧାନ୍ୟ ଦେଇଥାଏ ଏବଂ ଚୀନ୍ ଓ ରୁଷ ଭୂମିରେ ଅବତରଣ କରିବା ଉପରେ ନିର୍ଭର କରିଥାଏ ।