Stray Dog Attack: ଘର ପାଖରେ ଖେଳୁଥିଲା କୁନି ଝିଅ; ଝୁଣି ମାରିଦେଲେ ବୁଲା କୁକୁର
ଚାନ୍ଦିନୀ ଫୁଫୁଗାଁରେ ଥିବା ମାମୁ ଘରେ ରହି ପାଠ ପଢ଼ୁଥିଲା । ଗତକାଲି ଦିନବେଳା ଘର ବାହାରେ ଥିବା ଏକ ଜମିରେ ଭାଇ ସହ ଖେଳୁଥିଲା। ଏହିସମୟରେ ୫ଟି ବୁଲା କୁକୁର ଚାନ୍ଦିନୀ ନିକଟକୁ ଆସିଥିଲେ। ଅଚାନକ ଭାବେ ଗୋଟିଏ ବୁଲା କୁକୁର ଚାନ୍ଦିନୀକୁ କାମୁଡିବା ସହ ଆକ୍ରମଣ କରିଥିଲା।