Stunt Video: ବାଇକ୍ରେ ଯୁବତୀ କରୁଛନ୍ତି ଭୟଙ୍କର ଷ୍ଟଣ୍ଟ; ଦୃଶ୍ୟ ଦେଖି ଲୋକେ କହିଲେ-ଅବିଶ୍ୱସନୀୟ
ବାଇକ୍ରେ ଷ୍ଟଣ୍ଟ କରିବାକୁ ଯୁବକମାନେ ପସନ୍ଦ କରିଥାନ୍ତି। ହେଲେ ଆଜିକାଲିି ସମୟରେ ଯୁବତୀମାନେ ଏହି ମାମଲାରେ ପଛରେ ନାହାନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ହେଉଛି ତାର ପ୍ରମାଣ। ଭିଡିଓଟିରେ ଯୁବତୀଙ୍କ ଷ୍ଟଣ୍ଟ କରିବାର କୌଶଳ ଦେଖିଲେ ଆପଣଙ୍କ ପାଟିରୁ ଅବିଶ୍ୱସନୀୟ ବୋଲି ବାହାରିବା ନିଶ୍ଚିତ। ଇନଷ୍ଟାଗ୍ରାମରେ ଭିଡିଓକୁ ‘biker__boy44’ ନାମକ ଆକାଉଣ୍ଟରୁ ଶେୟାର କରାଯାଇଛି। ଏଥିରେ ଅନେକ ବ୍ୟବହାରକାରୀ ଭଳିକି ଭଳି ପ୍ରତିକ୍ରିୟା ରଖୁଛନ୍ତି। ଏପରିକି ୧.୭ ହଜାର ଲୋକ ଏହାକୁ ପସନ୍ଦ […] The post Stunt Video: ବାଇକ୍ରେ ଯୁବତୀ କରୁଛନ୍ତି ଭୟଙ୍କର ଷ୍ଟଣ୍ଟ; ଦୃଶ୍ୟ ଦେଖି ଲୋକେ କହିଲେ-ଅବିଶ୍ୱସନୀୟ appeared first on Dharitri Odia News.
ବାଇକ୍ରେ ଷ୍ଟଣ୍ଟ କରିବାକୁ ଯୁବକମାନେ ପସନ୍ଦ କରିଥାନ୍ତି। ହେଲେ ଆଜିକାଲିି ସମୟରେ ଯୁବତୀମାନେ ଏହି ମାମଲାରେ ପଛରେ ନାହାନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ହେଉଛି ତାର ପ୍ରମାଣ। ଭିଡିଓଟିରେ ଯୁବତୀଙ୍କ ଷ୍ଟଣ୍ଟ କରିବାର କୌଶଳ ଦେଖିଲେ ଆପଣଙ୍କ ପାଟିରୁ ଅବିଶ୍ୱସନୀୟ ବୋଲି ବାହାରିବା ନିଶ୍ଚିତ।
ଇନଷ୍ଟାଗ୍ରାମରେ ଭିଡିଓକୁ ‘biker__boy44’ ନାମକ ଆକାଉଣ୍ଟରୁ ଶେୟାର କରାଯାଇଛି। ଏଥିରେ ଅନେକ ବ୍ୟବହାରକାରୀ ଭଳିକି ଭଳି ପ୍ରତିକ୍ରିୟା ରଖୁଛନ୍ତି। ଏପରିକି ୧.୭ ହଜାର ଲୋକ ଏହାକୁ ପସନ୍ଦ କରିସାରିଛନ୍ତି। ଆପଣ ବି ଦେଖନ୍ତୁ ଭିଡିଓ:
The post Stunt Video: ବାଇକ୍ରେ ଯୁବତୀ କରୁଛନ୍ତି ଭୟଙ୍କର ଷ୍ଟଣ୍ଟ; ଦୃଶ୍ୟ ଦେଖି ଲୋକେ କହିଲେ-ଅବିଶ୍ୱସନୀୟ appeared first on Dharitri Odia News.