Suhana Khan: ରେଡ୍ କାର୍ପେଟରେ କୋଟି କୋଟି ଟଙ୍କାର ଘଣ୍ଟା ଦେଖାଇଲେ ସୁହାନା ଖାନ୍
ମୁମ୍ବାଇରେ ‘କେଶରୀ ୨’ ର ସ୍କ୍ରିନିଂ ବେଳେ ସୁହାନା ଖାନ୍ଙ୍କୁ ଏକ ଗ୍ଲାମରସ୍ ଲୁକ୍ରେ ଦେଖିବାକୁ ମିଳିଥିଲା। କିନ୍ତୁ ସେ ବର୍ତ୍ତମାନ ତାଙ୍କ ଲୁକ୍ ଅପେକ୍ଷା ତାଙ୍କ ଘଣ୍ଟାକୁ ନେଇ ଅଧିକ ଆଲୋଚିତ ହେଉଛନ୍ତି। ପ୍ରକୃତରେ, ଅଭିନେତ୍ରୀ ଜଣକ ରେଡ୍ କାର୍ପେଟରେ କୋଟି କୋଟି ଟଙ୍କାର ଏକ ଘଣ୍ଟା ଦେଖାଇଛନ୍ତି। ଏହାର ମୂଲ୍ୟ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ...