Suicide: ‘ଆମର ସାବତ ମା’ ଦରକାର ନାହିଁ ’... ହେଲେ ଶୁଣିଲାନି ବାପା; ଆତ୍ମହତ୍ୟା କଲେ ୨ ପୁଅ

ପ୍ରକାଶ ୧୫ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ଦୁଇଟି ପୁଅ। ବଡ଼ପୁଅକୁ ୧୪ ବର୍ଷ ହୋଇଥିଲାବେଳେ ସାନପୁଅକୁ ୧୧ ବର୍ଷ। ପ୍ରକାଶଙ୍କ ସ୍ତ୍ରୀଙ୍କର ୩ବର୍ଷ ତଳେ ମୃତ୍ୟୁ ଘଟିଥିଲା। ହେଲେ ପ୍ରକାଶ ସ୍ତ୍ରୀର ମୃତ୍ୟୁ ପରେ ଦ୍ୱିତୀୟ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।

Suicide: ‘ଆମର ସାବତ ମା’ ଦରକାର ନାହିଁ ’... ହେଲେ ଶୁଣିଲାନି ବାପା; ଆତ୍ମହତ୍ୟା କଲେ ୨ ପୁଅ
Array