Suicide: ସୁଇସାଇଡ୍ ନୋଟ ମିଳିଛି, ପୋଲିସ ବିଭିନ୍ନ ଦିଗରେ ତଦନ୍ତ କରୁଛି

କୁହାଯାଉଛି ଆର୍ଥିକ ଓ ବ୍ୟକ୍ତିଗତ ଚାପ ଯୋଗୁ ରେଚଲ ଏପରି ପଦକ୍ଷେପ ନେଇଛନ୍ତି। ସେ ଅନେକ ଗୁଡିଏ ଫ୍ୟାସନ ସୋ ଆୟୋଜିତ କରି ଦେବାଳିଆ ହୋଇଯାଇଥିଲେ । ତାଙ୍କୁ ଆହୁରି ଟଙ୍କାର ଆବଶ୍ୟକ ଥିଲା ।

Suicide: ସୁଇସାଇଡ୍ ନୋଟ ମିଳିଛି, ପୋଲିସ ବିଭିନ୍ନ ଦିଗରେ ତଦନ୍ତ କରୁଛି
Array