Summer Digestive Problems: ଖରାଦିନେ ଆପଣାନ୍ତୁ ଏହି ଉପାୟ... ହେବନି ପେଟ ସମସ୍ୟା କି ଡିହାଇଡ୍ରେସନ
ଗ୍ରୀଷ୍ମ ଋତୁରେ ପ୍ରବଳ ଖରା, ଗରମ, ଝାଳରୁ ରକ୍ଷା ପାଇବା ପାଇଁ ମଣିଷ ଅନେକ ଉପଚାର କରିଥାଏ। କିନ୍ତୁ ଏହି ସମୟରେ ଯେ କେବଳ ଝାଳ, ଘିମିରି, ମୁଖବ୍ରଣ ଦେଖାଯାଏ ତା’ ନୁହେଁ, ଆମ ପାଚନତନ୍ତ୍ର ବା ପେଟର ମଧ୍ୟ ଅନେକ ସମସ୍ୟା ଦେଖାଯାଇଥାଏ। ଏହି ସବୁ ବିଷୟରେ ଆମେ ଜାଣି ସଜାଗ ରହିଲେ ଆମେ ଅନେକ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାରୁ ରକ୍ଷା ପାଇ ପାରିବା।