Summer Vacation 2025: ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର, ଘୋଷଣା ହେଲା ଖରାଛୁଟି, ଏଥର ମିଳିଲା ଲମ୍ବାଛୁଟି
କୋଲକତା,୧୨।୪: ଏପ୍ରିଲ ଆରମ୍ଭରୁ ତାତି ଏତେ ବଢିଲାଣି ଯେ, ବାହାରକୁ ବାହାରିବା ବି ମୁସ୍କିଲ ହୋଇପଡ଼ିଲାଣି । ଏହାରି ଭିତରେ ଗ୍ରୀଷ୍ମ ତାତିକୁ ଦୃଷ୍ଟିରେ ରଖି ସ୍କୁଲ ଶିକ୍ଷା ବିଭାଗ ଏକ ନିର୍ଦ୍ଦେଶାବଳୀ ଜାରି କରିଛି। ଗ୍ରୀଷ୍ମଛୁଟି ଏପ୍ରିଲ ୩୦ରୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଜାରି ରହିବ। ପଶ୍ଚିମବଙ୍ଗ ଶିକ୍ଷା ବିଭାଗ ମାଧ୍ୟମିକ ଶିକ୍ଷା ବୋର୍ଡ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଏନେଇ କୁହାଯାଇଛି। କିନ୍ତୁ, ସ୍କୁଲ କେବେ ଖୋଲିବ ସେ ବିଷୟରେ କୌଣସି ସୂଚନା […] The post Summer Vacation 2025: ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର, ଘୋଷଣା ହେଲା ଖରାଛୁଟି, ଏଥର ମିଳିଲା ଲମ୍ବାଛୁଟି appeared first on Dharitri Odia News.
କୋଲକତା,୧୨।୪: ଏପ୍ରିଲ ଆରମ୍ଭରୁ ତାତି ଏତେ ବଢିଲାଣି ଯେ, ବାହାରକୁ ବାହାରିବା ବି ମୁସ୍କିଲ ହୋଇପଡ଼ିଲାଣି । ଏହାରି ଭିତରେ ଗ୍ରୀଷ୍ମ ତାତିକୁ ଦୃଷ୍ଟିରେ ରଖି ସ୍କୁଲ ଶିକ୍ଷା ବିଭାଗ ଏକ ନିର୍ଦ୍ଦେଶାବଳୀ ଜାରି କରିଛି। ଗ୍ରୀଷ୍ମଛୁଟି ଏପ୍ରିଲ ୩୦ରୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଜାରି ରହିବ। ପଶ୍ଚିମବଙ୍ଗ ଶିକ୍ଷା ବିଭାଗ ମାଧ୍ୟମିକ ଶିକ୍ଷା ବୋର୍ଡ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଏନେଇ କୁହାଯାଇଛି। କିନ୍ତୁ, ସ୍କୁଲ କେବେ ଖୋଲିବ ସେ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ ।
ଶିକ୍ଷା ବିଭାଗ ଏନେଇ ନିର୍ଦ୍ଦେଶ ଜାରି କରିଛି, ଯେଉଁଥିରେ କୁହାଯାଇଛି ଯେ ଗ୍ରୀଷ୍ମ ଛୁଟି ଏପ୍ରିଲ ୩୦ ରୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଜାରି ରହିବ। ଶିକ୍ଷା ବିଭାଗ ଦୁଇଟି ବୋର୍ଡକୁ ଜଣାଇଛି ଯେ. ବର୍ଦ୍ଧିତ ଗ୍ରୀଷ୍ମ ଛୁଟି ଯୋଗୁଁ ଶିକ୍ଷାଦାନରେ ଯେକୌଣସି ବାଧା ସୃଷ୍ଟି ହେଲେ, ସ୍କୁଲଗୁଡ଼ିକ ପରେ ଖୋଲିବା ସମୟରେ ଅତିରିକ୍ତ ଶ୍ରେଣୀ ଆୟୋଜନ କରି କ୍ଷତିପୂରଣ ଦେବାକୁ ପଡିବ।
The post Summer Vacation 2025: ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର, ଘୋଷଣା ହେଲା ଖରାଛୁଟି, ଏଥର ମିଳିଲା ଲମ୍ବାଛୁଟି appeared first on Dharitri Odia News.