Sunita Williams: କାଲି ସୁନୀତାଙ୍କ ପୃଥିବୀ ବାହୁଡ଼ା; କାଉଣ୍ଟଡାଉନ ଆରମ୍ଭ

ଆସନ୍ତାକାଲି ଭାରତୀୟ ସମୟ ମାର୍ଚ୍ଚ ୧୯ ଭୋର୍ ୩ଟା ୨୭ରେ ଆମେରିକାର ଫ୍ଲୋରିଡ଼ା ତଟରେ ମହାକାଶରୁ ସମୁଦ୍ରରେ ଓହ୍ଲାଇବେ ସୁନୀତା। ଏହାର ୧୭ ଘଣ୍ଟା ପୂର୍ବରୁ ହେବ ଡ୍ରାଗନ୍ ସ୍ପେଶକ୍ରାଫ୍ଟର ଅନ୍-ଡକିଂ।

Sunita Williams: କାଲି ସୁନୀତାଙ୍କ ପୃଥିବୀ ବାହୁଡ଼ା; କାଉଣ୍ଟଡାଉନ ଆରମ୍ଭ
Array