Sunita Williams: ସୁନୀତାଙ୍କ ପୃଥିବୀ ବାହୁଡ଼ା: ଯେତିକି ଆଶ୍ବସ୍ତି, ସେତିକି ଚିନ୍ତା; ଜାଣନ୍ତୁ କାହିଁକି ?

ଦୀର୍ଘ ୯ ମାସ ମହାକାଶରେ କାଟିବା ପରେ, ମାଟିକୁ ଛୁଇଁବେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀ। ୬୦ ବର୍ଷୀୟା ସୁନୀତା ପୃଥିବୀକୁ ଫେରିବା ଖବର ବିଶ୍ବବାସୀଙ୍କୁ ଯେତିକି ଆଶ୍ବସ୍ତି ଦେଇଛି, ସେତିକି ଚିନ୍ତା ସୃଷ୍ଟି କରିଛି ସେ ଆଗକୁ ସାମ୍ନା କରିବାକୁ ଥିବା ଜଟିଳ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ।

Sunita Williams: ସୁନୀତାଙ୍କ ପୃଥିବୀ ବାହୁଡ଼ା: ଯେତିକି ଆଶ୍ବସ୍ତି, ସେତିକି ଚିନ୍ତା; ଜାଣନ୍ତୁ କାହିଁକି ?
Array