Supreme Court: ଭରଣପୋଷଣ ନେଇ ସୁପ୍ରିମ ରାୟ; ପୂର୍ବ ପତ୍ନୀଙ୍କୁ ସ୍ୱାମୀ ଜୀବନ ସାରା...

ଏକ ଛାଡ଼ପତ୍ର ମାମଲାରେ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି। ବ୍ୟକ୍ତି ଜଣକ ପ୍ରଥମ ସ୍ତ୍ରୀଙ୍କୁ ଭରଣପୋଷଣ ବାବଦକୁ ୫୦୦ କୋଟି ଦେଇଥିବା ବେଳେ ଦ୍ୱିତୀୟ ସ୍ତ୍ରୀ ମଧ୍ୟ ସମାନ ପରିମାଣର ଟଙ୍କା ଦାବି କରିଥିଲେ। ଯାହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ସ୍ୱାମୀଙ୍କ ସଂପତ୍ତି ସହ ସମାନ କରିବା ପାଇଁ ନୁହେଁ ବରଂ ବେସାହାରା ହେବାରୁ ରକ୍ଷା କରିବା ପାଇଁ ଭରଣପୋଷଣ ଦିଆଯାଏ ବୋଲି କହିଛନ୍ତି।

Supreme Court: ଭରଣପୋଷଣ ନେଇ ସୁପ୍ରିମ ରାୟ; ପୂର୍ବ ପତ୍ନୀଙ୍କୁ ସ୍ୱାମୀ ଜୀବନ ସାରା...
Array