Suresh Pujari on Tribal Land: ‘ଦଖଲ ହୋଇପାରିବ ନାହିଁ ଆଦିବାସୀଙ୍କ ଜମି...ଯଦି କେହି କିଣନ୍ତି, କରାଯିବ ବେଆଇନ ଘୋଷଣା’

କେହି ଅଣ ଆଦିବାସୀ ଯଦି ଆଦିବାସୀ ଜମି କିଣନ୍ତି, ତାକୁ ବି ବେଆଇନ ଘୋଷଣା କରି ଆଦିବାସୀଙ୍କୁ ଫେରସ୍ତ ହେବ, ଏପରି ୧୯୬୯୦ ମାମଲା ବିଚାରାଧୀନ ଅଛି । ବିଚାର କରିବା କ୍ଷମତା ଜିଲ୍ଲାପାଳଙ୍କୁ ଦିଆଯାଇଛି ।

Suresh Pujari on Tribal Land: ‘ଦଖଲ ହୋଇପାରିବ ନାହିଁ ଆଦିବାସୀଙ୍କ ଜମି...ଯଦି କେହି କିଣନ୍ତି, କରାଯିବ ବେଆଇନ ଘୋଷଣା’
Array