Suspicious Death of JE in Car: JEଙ୍କ ସନ୍ଦେହଜନକ ମୃତ୍ୟୁ; କାରରୁ ମିଳିଲା ମୃତଦେହ

ବରଗଡ଼ ହଳଦିପାଲି ଛକ ଜାତୀୟ ରାଜପଥ ରାସ୍ତାକଡ଼ରେ ଏକ କାର୍‌ ଠିଆ ହୋଇଥିଲା। ଦୀର୍ଘ ସମୟ ଧରି କାର୍‌ଟି ରାସ୍ତା ଉପରେ ଠିଆ ହେବା ଯୋଗୁ ଲୋକଙ୍କ ସନ୍ଦେହ ବଢ଼ିଥିଲା। ପରେ କାର୍‌ ଭିତରେ ଜଣେ ବ୍ୟକ୍ତିଥିବା ଦେଖିଥିଲେ

Suspicious Death of JE in Car: JEଙ୍କ ସନ୍ଦେହଜନକ ମୃତ୍ୟୁ; କାରରୁ ମିଳିଲା ମୃତଦେହ
Array