Sword Attack in Bhubaneswar: ରାଜଧାନୀରେ ପୁଣି ବୁଲିଲା ଭୁଜାଲି, ଘର ଆଗରୁ ବାଇକ୍‌ କାଢ଼ିବାକୁ କହିବାରୁ ଆକ୍ରମଣ

ମିଳିଥିବା ସୂଚନା ଅନୁସାରେ, ଶିବ ପ୍ରସାଦ ସେଠୀ ତାଙ୍କ କାର୍ ବାହାର କରିବା ସମୟରେ ଘର ଆଗ ରାସ୍ତାରେ ବାଇକ୍‌ ରହିଥିବା ଦେଖିଥିଲେ । ଏହାପରେ ସେ ବାଇକ୍‌କୁ ବାହାର କରିବାକୁ ହର୍ଣ୍ଣ ବଜାଇଥିଲେ । କିନ୍ତୁ ଏଥିରେ ଅଭିଯୁକ୍ତମାନେ ଉତ୍‌କ୍ଷିପ୍ତ ହୋଇ ମରଣାତ୍ମକ ଆକ୍ରମଣ କରିଥିଲେ ।

Sword Attack in Bhubaneswar: ରାଜଧାନୀରେ ପୁଣି ବୁଲିଲା ଭୁଜାଲି, ଘର ଆଗରୁ ବାଇକ୍‌ କାଢ଼ିବାକୁ କହିବାରୁ ଆକ୍ରମଣ
Array