Technology: ଆଜିକାଲି Type-C ଚାର୍ଜର ପଛରେ ଲୋକେ କାହିଁକି ପାଗଳ; କ’ଣ ଖାସ୍ ଏଥିରେ…

ଆଜିକାଲି ଫୋନ୍ ଚାର୍ଜର୍‌ରେ C–ଟାଇପ୍ ପୋର୍ଟ ଆସିଛି ଆଉ ଏହା ବହୁଳ ଭାବେ ମଧ୍ୟ ବ୍ୟବହୃତ ହେଉଛି। ଏହାକୁ ନେଇ ଲୋକଙ୍କ ମନରେ ଅନେକ ସମୟରେ ପ୍ରଶ୍ନ ଉଠିଥାଏ ଯେ ଏହାର ଆବଶ୍ୟକତା କ’ଣ ଥିଲା? ଏହାର ଲାଭ କ’ଣ?

Technology: ଆଜିକାଲି Type-C ଚାର୍ଜର ପଛରେ ଲୋକେ କାହିଁକି ପାଗଳ; କ’ଣ ଖାସ୍ ଏଥିରେ…
Array