Technology: ବାହାରିଲା ନୂଆ ମୋବାଇଲ୍ ଆପ୍; କମେଇଦେବ ପିଲାଙ୍କ ସ୍କ୍ରିନ୍ ଟାଇମ୍
ବାପାମାଆଙ୍କୁ ମିଳିବ ଆଶ୍ୱସ୍ତି। ନୂଆ ମୋବାଇଲ୍ ଆପ୍ 'କିଡ୍ସ ୱାଲେଟ୍' ଲଞ୍ଚ୍ ହୋଇଛି। ଏହାର ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କର ସ୍କ୍ରିନ୍ ଟାଇମ୍କୁ ସୀମିତ କରିବା ଏବଂ ଡିଜିଟାଲ୍ ପ୍ଲାଟ୍ଫର୍ମରେ ସେମାନଙ୍କ ବୟସ ଯାଞ୍ଚ କରିବ।