Terror Attack in Pahalgam: ପହଲଗାମରେ ଆତଙ୍କୀ ହମଲା; ଏଇଠି ହୋଇଥିଲା ମାଷ୍ଟର ପ୍ଲାନ

ଗତକାଲି ପହଲଗାମର ବୈସରନ ଭ୍ୟାଲିରେ ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ । ଜାମ୍ମୁ କାଶ୍ମୀର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି।

Terror Attack in Pahalgam: ପହଲଗାମରେ ଆତଙ୍କୀ ହମଲା; ଏଇଠି ହୋଇଥିଲା ମାଷ୍ଟର ପ୍ଲାନ
Array