Tigress Zeenat: ଜିନ୍ନତକୁ ନେଇ ସସପେନ୍ସ, କୁଆଡେ ଗଲା ମରାଠା ବାଘୁଣୀ ମିଳୁନି ପତ୍ତା

ଶିମିଳିପାଳର ବାଘୁଣୀ ଜିନ୍ନତ ଗତରାତିରେ ଝାଡ଼ଖଣ୍ଡର ଜାମସେଦପୁର ରେଞ୍ଜ୍‌ ଛାଡ଼ି ପଶ୍ଚିମବଙ୍ଗର ବେଲପାହାଡି ଜଙ୍ଗଲକୁ ପଳାଇଥିଲା । ତେବେ ବାଘୁଣୀ ଏବେ ଆଉ ସେଠାରେ ନାହିଁ ।

Tigress Zeenat: ଜିନ୍ନତକୁ ନେଇ ସସପେନ୍ସ, କୁଆଡେ ଗଲା ମରାଠା ବାଘୁଣୀ ମିଳୁନି ପତ୍ତା
Array