Tips and Tricks: ଆପଣଙ୍କ କହୁଣୀ ଏବଂ ଆଣ୍ଠୁ କଳା ପଡୁଛି କି… ମାନନ୍ତୁ ଏହି ଟିପ୍ସ, କିଛି ସମୟରେ ଚମକିବ
କହୁଣୀ ଏବଂ ଆଣ୍ଠୁ କଳା ପଡିବା ଏକ ସାଧାରଣ ସମସ୍ୟା। କିନ୍ତୁ ଏହାକୁ ନେଇ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ। ଆପଣଙ୍କ ରୋଷେଇ ଘରେ ଏମିତି କିଛି ସାଧାରଣ ଜିନିଷ ଅଛି, ଯାହାକୁ ବ୍ୟବହାର କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।