ରାଜା ମର୍ଡର କାଶୀ ଢାବାର ରହସ୍ୟ

ସ୍ବାମୀ ହତ୍ୟା କରି ଆସିବା ପରେ ସୋନମ ରଘୁବଂଶୀ ଢାବା ମାଲିକକୁ ଫୋନ ମାଗିଥିଲା। ଢାବା ମାଲିକ ସାହିଲ ୟାଦବ ସୋନମକୁ ଫୋନ ଦେଇଥିଲେ। ଘର ଲୋକଙ୍କ ସହ କଥା ହୋଇଥିଲା ସୋନମ। ଫୋନରେ କଥା ହେବା ସମୟରେ ଭୋ ଭୋ କାନ୍ଦିଥିଲା ସୋନମ ।

ରାଜା ମର୍ଡର କାଶୀ ଢାବାର ରହସ୍ୟ
Array