Today Panchang 16th July 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....
ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ। ଇଂରାଜୀ ୧୬ ତାରିଖ ବୁଧବାର । ଚନ୍ଦ୍ର- ମୀନ ଅହୋରାତ୍ର । ତିଥି – ୬ଷ୍ଠୀ ରାତ୍ରି ୦୯.୦୨ ଗତେ ୭ମୀ । ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର । ଘାତବାର – କର୍କଟ ରାଶିର । ପୁଷ୍କର ଦୋଷ– ୧ପାଦ-କୁଟୁମ୍ବହାନି- ତିଳକାଞ୍ଚନ ଦାନ ପ୍ରାତଃ ୦୫.୪୬ ପର୍ଯ୍ୟନ୍ତ, ତା’ପରେ ରାତ୍ରି ୦୯.୦୨ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ।