Tripti Dimri: ତୃପ୍ତି ଡିମ୍‌ରିଙ୍କ ନୂଆ ଫିଲ୍ମ ‘ସ୍ପିରିଟ୍‌’ରେ ପ୍ରଭାସଙ୍କ ସହ ଅନ୍ତରଙ୍ଗ ଦୃଶ୍ୟ

ଫିଲ୍ମ ଆନିମଲ୍ ଫେମ୍ ଅଭିନେତ୍ରୀ ତୃପ୍ତି ଡିମ୍‌ରି ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଫିଲ୍ମ ‘ସ୍ପିରିଟ୍‌’ରେ ମୁଖ୍ୟ ଅଭିନେତ୍ରୀ ଭାବରେ ନଜର ଆସିବେ। ଏହି ଫିଲ୍ମରେ ପ୍ରଭାସ ତାଙ୍କ ସହିତ ସ୍କ୍ରିନ୍ ଶେୟାର କରିବେ। ଏହି ଫିଲ୍ମର ସୁଟିଂ ଚଳିତ ବର୍ଷ ଶେଷ ସୁଦ୍ଧା ଆରମ୍ଭ ହେବ।

Tripti Dimri: ତୃପ୍ତି ଡିମ୍‌ରିଙ୍କ ନୂଆ ଫିଲ୍ମ ‘ସ୍ପିରିଟ୍‌’ରେ ପ୍ରଭାସଙ୍କ ସହ ଅନ୍ତରଙ୍ଗ ଦୃଶ୍ୟ
Array