Trump warns Iran: ଆମେରିକା ଏପରି ଆକ୍ରମଣ କରିବ ଇରାନ ପୂର୍ବରୁ କେବେ ଦେଖିନଥିବ: ଟ୍ରମ୍ପଙ୍କ ଚେତାବନୀ
ଆମେରିକା ଉପରକୁ ଆକ୍ରମଣ ପାଇଁ ଇରାନ ଧମକ ଦେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଚେତାବନୀ ଦେଇଛନ୍ତି । ଯଦି ଆମେରିକା ଉପରକୁ ଆକ୍ରମଣ ହୁଏ, ତାହାଲେ ଆମେରିକା ସେନା ତା’ର ସମସ୍ତ ଶକ୍ତି ଓ ସାମର୍ଥ୍ୟ ଲଗାଇ ଇରାନ ଉପରେ ଆଟାକ କରିବ ବୋଲି ଟ୍ରମ୍ପ କହିଛନ୍ତି ।