Trump: ଡୋନାଲ୍ଡ ଟ୍ରମ୍ପଙ୍କ ରେସିପ୍ରୋକାଲ ଟାରିଫ, ଭାରତ ବି ଟାର୍ଗେଟରେ

ଭାରତ ବିରୋଧରେ ପାଲଟା ଶୁଳ୍କ ଲଗାଇବା ବେଳେ କୋହଳ ହୋଇଥିବା କହିଛନ୍ତି ଟ୍ରମ୍ପ। ସେ କହିଛନ୍ତି, ଭାରତ ଯାହା ଶୁଳ୍କ ଲଗାଉଛି ତାହାର ୫୦ ପ୍ରତିଶତ ଶୁଳ୍କ ଆମେରିକା ଲଗାଇବ। ସେହିପରି ଚୀନ୍ ଉପରେ ୩୪% ଶୁଳ୍କ ଲାଗୁ କରାଯାଇଛି।

Trump: ଡୋନାଲ୍ଡ ଟ୍ରମ୍ପଙ୍କ ରେସିପ୍ରୋକାଲ ଟାରିଫ, ଭାରତ ବି ଟାର୍ଗେଟରେ
Array