Tulasi Tradition Puri: ସଜେଇ ହେବ କାଳିଆ, ଦାସିଆ ପୀଠରୁ ଆସିବ ତୁଳସୀ

ଦାସିଆ ବାଉରୀ ପୀଠ ତୁଳସୀ ଉଦ୍ୟାନର ପ୍ରତିଟି କୋଣ ଅନୁକୋଣ ତୁଳସୀରେ ପରିପୂର୍ଣ୍ଣ l ତୁଳସୀ ବାସ୍ନାରେ ମହକି ଉଠୁଛି ପୂରା ପରିବେଶ l ଯେମିତି ସମସ୍ତେ କହୁଛନ୍ତି ଶ୍ରୀ ଜୟ ଜଗନ୍ନାଥ । ପୂରା ପରିବେଶ ଜଗନ୍ନାଥମୟ ହୋଇ ଉଠିଛି। କାଳିଆର ସେବାର ସମସ୍ତେ ଯେମିତି ମଜ୍ଜି ଯାଇଛନ୍ତି।

Tulasi Tradition Puri: ସଜେଇ ହେବ କାଳିଆ, ଦାସିଆ ପୀଠରୁ ଆସିବ ତୁଳସୀ
Array