UGC ନୀତିକୁ ଛାତ୍ର କଂଗ୍ରେସ ବିରୋଧ: ପୋଲିସ ସହ ଧସ୍ତାଧସ୍ତି
ଭୁବନେଶ୍ୱର,୧୮।୩: ନୂଆ UGC ନୀତିକୁ ଛାତ୍ର କଂଗ୍ରେସ ବିରୋଧ କରିଛି। ଏହାକୁ ନେଇ ମଙ୍ଗଳବାର ଭୁବନେଶ୍ବର ଲୋୟର ପିଏମ୍ଜିରେ ଛାତ୍ର କଂଗ୍ରେସ ବିକ୍ଷୋଭ କରିଛି। ଛାତ୍ର କଂଗ୍ରେସର ବିକ୍ଷୋଭ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି। The post UGC ନୀତିକୁ ଛାତ୍ର କଂଗ୍ରେସ ବିରୋଧ: ପୋଲିସ ସହ ଧସ୍ତାଧସ୍ତି appeared first on Dharitri Odia News.
ଭୁବନେଶ୍ୱର,୧୮।୩: ନୂଆ UGC ନୀତିକୁ ଛାତ୍ର କଂଗ୍ରେସ ବିରୋଧ କରିଛି। ଏହାକୁ ନେଇ ମଙ୍ଗଳବାର ଭୁବନେଶ୍ବର ଲୋୟର ପିଏମ୍ଜିରେ ଛାତ୍ର କଂଗ୍ରେସ ବିକ୍ଷୋଭ କରିଛି। ଛାତ୍ର କଂଗ୍ରେସର ବିକ୍ଷୋଭ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି।
The post UGC ନୀତିକୁ ଛାତ୍ର କଂଗ୍ରେସ ବିରୋଧ: ପୋଲିସ ସହ ଧସ୍ତାଧସ୍ତି appeared first on Dharitri Odia News.