Unique Offer: ମାଲାମାଲ ହେବେ ବାପା-ମାଆ; ଝିଅ ଜନ୍ମ କଲେ ମିଳିବ ୫୦ ହଜାର; ପୁଅ ହେଲେ ଗାଈ-ବାଛୁରୀ...

ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ବଡ଼ ଉପହାର। ମାଲାମାଲ ହେବେ ବାପା-ମା’। ଏଭଳି କିଛି ବଡ଼ ଅଫର ଦେଇଛନ୍ତି ଖୋଦ ସାଂସଦ। ଜନିସଂଖ୍ୟା ବୃଦ୍ଧି ପାଇଁ ସେ କରିଛନ୍ତି ବଡ଼ ଅପିଲ୍‌। 

Unique Offer: ମାଲାମାଲ ହେବେ ବାପା-ମାଆ; ଝିଅ ଜନ୍ମ କଲେ ମିଳିବ ୫୦ ହଜାର; ପୁଅ ହେଲେ ଗାଈ-ବାଛୁରୀ...
Array