UPSC Result 2024 : କେଉଁଠି ପଢୁଥିଲେ UPSC ଟପ୍ପର୍ ଶକ୍ତି ଦୁବେ

ଶକ୍ତି ଦୁବେ ଅଲ୍ ଇଣ୍ଡିଆ ରାଙ୍କ-୧ ସହିତ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ସଫଳତା ପରେ ତାଙ୍କ ପରିବାରରେ ମଧ୍ୟ ଖୁସିର ଲହରୀ ଖେଳିଯାଇଛି। ତେବେ ସେ କେଉଁଠି ପଢୁଥିଲେ ଆସନ୍ତୁ ଜାଣିବା।

UPSC Result 2024 : କେଉଁଠି ପଢୁଥିଲେ UPSC ଟପ୍ପର୍ ଶକ୍ତି ଦୁବେ
Array