Vastu Tips: ଗୃହରେ ବାସ୍ତୁଦୋଷ ଦୂର କରିବାକୁ ଜାଣନ୍ତୁ ମହାପୁରୁଷଙ୍କ ଅମୃତବାଣୀ
ଗୃହକୁ ସବୁବେଳେ ବାସ୍ତୁ ମତରେ ନିର୍ମାଣ କରିବା ସହିତ ଯଦି ଆମେ ଆମ ମୁନି-ଋଷିମାନଙ୍କ ମହତ ଅମୃତବାଣୀକୁ ଶୁଣି ଜୀବନରେ ଲଗାଇ ପାରିବା ତେବେ ଆମେ ନିଶ୍ଚୟ ଶାନ୍ତି ପାଇବା । ଏଣୁ ଆମେ ଆମର ବେଦ ଓ ପୁରାଣରେ ଥିବା ବାସ୍ତୁ ନିୟମକୁ ମାନିବା ନିହାତି ଦରକାର।