Vastu Tips: ଘରେ କରୁଛନ୍ତି କି ମୋଡୁଲାର କିଚେନ; ଜାଣନ୍ତୁ, କେଉଁ କଲର ପରଫେକ୍ଟ
ବାସ୍ତୁ ଅନୁଯାୟୀ, କମଳା ରଙ୍ଗ ସବୁବେଳେ ମନରେ ନୂଆ ଆଶା ସଞ୍ଚାର କରିଥାଏ। ଏଥିସହ ଏହା ସମ୍ପର୍କକୁ ମଜଭୁତ କରିଥାଏ ଓ ସବୁବେଳେ ମନରେ ନୂଆ ଶକ୍ତି ଭରି ଦେଇଥାଏ। ତେଣୁ ଆପଣ କିଚେନର କାଠ କାମ କିମ୍ବା ଟାଇଲ୍ସରେ କମଳା ରଙ୍ଗର ପ୍ରୟୋଗ କରିପାରନ୍ତି।