Video: ପଞ୍ଚଭୂତରେ ବିଲୀନ ହେଲେ ମନମୋହନ ସିଂ

କେତେବେଳେ ସଫଳତା... ପୁଣି କେତେ ସମାଲୋଚନା; ବୋଧ ହୁଏ ଜୀବନର ଆଉ ଏକ ନାଁ ଥିଲେ ମନମୋହନ । ବର୍ତ୍ତମାନର ନିର୍ଦ୍ଦୟତାକୁ ମୁରୁକି ହସରେ ଲିଭାଇ ଦେଇ, ଯିଏ ସଦୟ ଇତିହାସର ଆଶା ରଖିଥିଲେ...ସେମିତି ଜଣେ ଆଶାବାଦୀ ଥିଲେ ମନମୋହନ...।

Video: ପଞ୍ଚଭୂତରେ ବିଲୀନ ହେଲେ ମନମୋହନ ସିଂ
Array