Video: ପରୀକ୍ଷା ଶେଷ ହେବା ପରେ ଖୁସିରେ ନାଚିଲା କୁନି ଝିଅ, ଭିଡିଓ ଦେଖିଲେ ମନେ ପଡ଼ିଯିବ ପିଲାଦିନ…

ଛାତ୍ର ଜୀବନରେ ପରୀକ୍ଷା ଶେଷ ହେବାର ଖୁସି ଅଧିକ ଥାଏ। କାରଣ ଏହା ପରେ କିଛିଦିନ ଛୁଟି ମିଳିଯାଏ। ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଶିଶୁ ପରୀକ୍ଷା ଛୁଟି ହେବା ଖୁସିରେ ନାଚୁଥିବା ଦେଖାଯାଇଛି। ଭିଡିଓଟି ଏବେ ବେଶ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଏକ ଛୋଟ ପିଲା ନିଜ ସ୍କୁଲ ବ୍ୟାଗ୍‌ ନେଇ ଡ୍ୟାନ୍ସ କରୁଥିବା ଦେଖାଯାଇଛି। ତାଙ୍କ ଖୁସିର କାରଣଟି ହେଉଛି ପରୀକ୍ଷା ଶେଷ। ଭିଡିଓଟି ଯିଏ […] The post Video: ପରୀକ୍ଷା ଶେଷ ହେବା ପରେ ଖୁସିରେ ନାଚିଲା କୁନି ଝିଅ, ଭିଡିଓ ଦେଖିଲେ ମନେ ପଡ଼ିଯିବ ପିଲାଦିନ… appeared first on Dharitri Odia News.

Video: ପରୀକ୍ଷା ଶେଷ ହେବା ପରେ ଖୁସିରେ ନାଚିଲା କୁନି ଝିଅ, ଭିଡିଓ ଦେଖିଲେ ମନେ ପଡ଼ିଯିବ ପିଲାଦିନ…

ଛାତ୍ର ଜୀବନରେ ପରୀକ୍ଷା ଶେଷ ହେବାର ଖୁସି ଅଧିକ ଥାଏ। କାରଣ ଏହା ପରେ କିଛିଦିନ ଛୁଟି ମିଳିଯାଏ। ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଶିଶୁ ପରୀକ୍ଷା ଛୁଟି ହେବା ଖୁସିରେ ନାଚୁଥିବା ଦେଖାଯାଇଛି। ଭିଡିଓଟି ଏବେ ବେଶ ଭାଇରାଲ ହେଉଛି।

ଭାଇରାଲ ଭିଡିଓରେ ଏକ ଛୋଟ ପିଲା ନିଜ ସ୍କୁଲ ବ୍ୟାଗ୍‌ ନେଇ ଡ୍ୟାନ୍ସ କରୁଥିବା ଦେଖାଯାଇଛି। ତାଙ୍କ ଖୁସିର କାରଣଟି ହେଉଛି ପରୀକ୍ଷା ଶେଷ। ଭିଡିଓଟି ଯିଏ ବି ଦେଖୁଛି ପ୍ରଶଂସା କରୁଛି। ଏପରିକି ପିଲାଦିନର ସ୍ମୃତି ତାଜା ହୋଇଯାଇଥିବା କହୁଛି।

ଟୁଇଟରରେ ଭିଡିଓଟି ଭାଇରାଲ ହେଉଥିବା ବେଳେ ଏଯାବତ ୫.୭ ଲକ୍ଷରୁ ଅଧିକ ଲୋକେ ଦେଖିଛନ୍ତି। ସେହିଭଳି ୮ ହଜାରରୁ ଅଧିକ ଲୋକ ପସନ୍ଦ କରିସାରିଛନ୍ତି। ଆପଣ ବି ଦେଖନ୍ତୁ ଭିଡିଓ:

The post Video: ପରୀକ୍ଷା ଶେଷ ହେବା ପରେ ଖୁସିରେ ନାଚିଲା କୁନି ଝିଅ, ଭିଡିଓ ଦେଖିଲେ ମନେ ପଡ଼ିଯିବ ପିଲାଦିନ… appeared first on Dharitri Odia News.