Video: ଶ୍ରୀମନ୍ଦିର ପାଇଁ ନୂଆ ବାଟାଲିୟନ୍‌

ଭିଡ଼ ନିୟନ୍ତଣ ହେଉ କି ଶୃଙ୍ଖଳିତ ଦର୍ଶନ । ଆତଙ୍କବାଦୀ ଆକ୍ରମଣଠୁ ଅଗ୍ନିକାଣ୍ଡ ପରି ଅଘଟଣ । ଶ୍ରୀମନ୍ଦିରରେ ଏସବୁ ମୁକାବିଲା ପାଇଁ ନିୟୋଜିତ ହେବେ ସ୍ବତନ୍ତ୍ର ବାଟାଲିୟନ ।

Video: ଶ୍ରୀମନ୍ଦିର ପାଇଁ ନୂଆ ବାଟାଲିୟନ୍‌
Array