Video:ନଦୀରେ ଗାଧୋଉଥିଲେ, ହଠାତ୍ ଆସିଲା କୁମ୍ଭୀର: ଆଉ ତା’ପରେ…ଦେଖନ୍ତୁ ଲୋମଟାଙ୍କୁରା ଭିଡିଓ
ଗୋଟିଏ ସମୟ ଥିଲା ଯେତେବେଳେ ଲୋକମାନେ ଜଳ ଆବଶ୍ୟକତା ପାଇଁ ନଦୀ ଏବଂ ହ୍ରଦ ଉପରେ ନିର୍ଭର କରୁଥିଲେ ଏବଂ ସେଠାକୁ ଗାଧୋଇବା ପାଇଁ ଯାଉଥିଲେ। କିନ୍ତୁ ଏବେ ଏହା କମିବାରେ ଲାଗିଛି। କାରଣ ଆଜିକାଲି ଘରେ ଘରେ ନଳକୂପ ବ୍ୟବସ୍ଥା ରହିଛି। ତଥାପି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ମଧ୍ୟରେ ନଦୀ ଯିବା ସଉକ ଏବେ ବି ବଞ୍ଚିରହିଛି। ଆଜିକାଲି ଏପରି ଜଣେ ବ୍ୟକ୍ତିଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ସମସ୍ତେ ନଦୀ ଏବଂ ହ୍ରଦରେ […] The post Video:ନଦୀରେ ଗାଧୋଉଥିଲେ, ହଠାତ୍ ଆସିଲା କୁମ୍ଭୀର: ଆଉ ତା’ପରେ…ଦେଖନ୍ତୁ ଲୋମଟାଙ୍କୁରା ଭିଡିଓ appeared first on Dharitri Odia News.
ଗୋଟିଏ ସମୟ ଥିଲା ଯେତେବେଳେ ଲୋକମାନେ ଜଳ ଆବଶ୍ୟକତା ପାଇଁ ନଦୀ ଏବଂ ହ୍ରଦ ଉପରେ ନିର୍ଭର କରୁଥିଲେ ଏବଂ ସେଠାକୁ ଗାଧୋଇବା ପାଇଁ ଯାଉଥିଲେ। କିନ୍ତୁ ଏବେ ଏହା କମିବାରେ ଲାଗିଛି। କାରଣ ଆଜିକାଲି ଘରେ ଘରେ ନଳକୂପ ବ୍ୟବସ୍ଥା ରହିଛି। ତଥାପି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ମଧ୍ୟରେ ନଦୀ ଯିବା ସଉକ ଏବେ ବି ବଞ୍ଚିରହିଛି। ଆଜିକାଲି ଏପରି ଜଣେ ବ୍ୟକ୍ତିଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି।
ସମସ୍ତେ ନଦୀ ଏବଂ ହ୍ରଦରେ ପହଁରିବାକୁ ପସନ୍ଦ କରନ୍ତି, କିନ୍ତୁ ପାଣି ତଳେ ଲୁଚି ରହିଥିବା ବିପଦ ବିଷୟରେ ବହୁତ କମ ଲୋକ ଅବଗତ। ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତି ଖୁସିରେ ନଦୀରେ ଗାଧୋଇ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରୁଛି। ଏହି ସମୟରେ ତାଙ୍କ ଗୋଡ ପାଖରେ ଏକ କୁମ୍ଭୀର ଛୁଆ ଥିଲା। କୁମ୍ଭୀର ତାଙ୍କୁ ତାଙ୍କୁ ଶିକାର କରିବାକୁ ଚେଷ୍ଟା କରୁଥିଲା କିନ୍ତୁ ସେ ସମୟ ମଧ୍ୟରେ ନିଜକୁ ରକ୍ଷା କରି ଡଙ୍ଗା ଉପରକୁ ଚଢିଯାଇଥିଲେ।
ଏହି ଭିଡିଓଟି ଇନଷ୍ଟାରେ @bajoellente11 ନାମକ ଏକ ଆକାଉଣ୍ଟ ଦ୍ୱାରା ଶେୟାର କରାଯାଇଛି। ଏପର୍ଯ୍ୟନ୍ତ ଭିଡିଓକୁ ଦୁଇ କୋଟିରୁ ଅଧିକ ଲୋକ ଦେଖିସାରିଛନ୍ତି ।
The post Video:ନଦୀରେ ଗାଧୋଉଥିଲେ, ହଠାତ୍ ଆସିଲା କୁମ୍ଭୀର: ଆଉ ତା’ପରେ…ଦେଖନ୍ତୁ ଲୋମଟାଙ୍କୁରା ଭିଡିଓ appeared first on Dharitri Odia News.