Vigilance Raids: ୫୭ ଏକର ଜମି, ୨ ଫାର୍ମହାଉସ୍; ଯୁଗ୍ମ ନିର୍ଦ୍ଦେଶକ ନା ଜମିଦାର ?
ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ବିକାଶର ଯୁଗ୍ମ ନିର୍ଦ୍ଦେଶକ ରହିଛନ୍ତି ଦୟାନିଧି ବାଗ । ଭୁବନେଶ୍ବର ଗୋଠପାଟଣାରେ 3-BHK, ଚନ୍ଦ୍ରଶେଖରପୁରରେ ରହିଛି ବିଲ୍ଡିଂ । ନବରଙ୍ଗପୁରରେ ୩ ହଜାର ବର୍ଗଫୁଟର ଏକ ନିର୍ମାଣାଧୀନ କୋଠା ମଧ୍ୟ ରହିଛି ।